ବଙ୍ଗୋମୁଣ୍ଡାରେ ଧାନ କ୍ରୟରେ ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ଅସନ୍ତୋଷ। ୧୧ ଦଫା ଦାବି ନେଇ ବ୍ଲକ ପ୍ରଶାସନକୁ ଦାବିପତ୍ର ପ୍ରଦାନ କଲେ ଚାଷୀ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ।