କେନ୍ଦୁଝର ସଦର: କେନ୍ଦୁଝର: ସାହାରପଡ଼ାରେ ମଧ୍ୟାହ୍ଣ ଭୋଜନର ମାନ ଯାଞ୍ଚ କଲେ ଅଧିକାରୀ
କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକର ବିଭିନ୍ନ ସ୍କୁଲରେ ମଧ୍ୟାହ୍ଣ ଭୋଜନର ମାନ ଓ ରୋଷେଇ ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି ଜିଲ୍ଲାସ୍ତରୀୟ ଅଧିକାରୀ। ପିଲାଙ୍କୁ ସୁଷମ ଓ ଗୁଣାତ୍ମକ ଖାଦ୍ୟ ଯୋଗାଇବା ପାଇଁ କର୍ତ୍ତୃପକ୍ଷଙ୍କୁ ଦିଆଗଲା ପରାମର୍ଶ।