‘ଅମୃତ ମାତୃପିତୃ ସେବା’, ଗରିବ ଓ ଅସହାୟଙ୍କୁ ବସ୍ତ୍ର ବଣ୍ଟନ
ପଶ୍ଚିମ ଓଡ଼ିଶାର ପବିତ୍ର ମହାନ ଗଣପର୍ବ ନୂଆଖାଇ ପୂର୍ବରୁ ଆୟୋଜିତ ହୋଇଛି ଏକ ମହତ୍ତ୍ୱପୂର୍ଣ୍ଣ ସେବା କାର୍ଯ୍ୟକ୍ରମ। ‘କାରୁଣ୍ଡ ସେବା ସଂଗଠନ’ ଭବାନୀପାଟଣା ପକ୍ଷରୁ ‘ଅମୃତ ମାତୃପିତୃ ସେବା’ ନାମରେ ଗରିବ, ଅସହାୟ ବୃଦ୍ଧବୃଦ୍ଧା, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ଶାଢ଼ୀ, ଧୋତି ଓ ଗାମୁଛା ବଣ୍ଟନ କରାଯାଇଛି।
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଦଶପୁର ସ୍ଥିତ ଛତ୍ରପୁର ଆଶ୍ରମ ପରିସରରେ ଏହି ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
Surajtv Surajtv Odia DM Kalahandi Pintu Swain CMO Odisha Kanak Vardhan Singh Deo Malvika Devi #kalahandi #odisha
Basta, Balasore | Sep 10, 2026