ବାଲିକୁଦା: ବାଲିକୁଦାରେ ବିଜେପିର ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବାଲିକୁଦା ବିଜେପି କାର୍ଯ୍ୟାଳୟରେ ଇଚ୍ଛାପୁର ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ସାଙ୍ଗଠନିକ ମଜବୁତ ଓ ତୃଣମୂଳ ସ୍ତରରେ ଦଳକୁ ସକ୍ରିୟ କରିବା ନେଇ ବରିଷ୍ଠ ନେତୃବୃନ୍ଦ ଆଲୋଚନା କରିଛନ୍ତି।