Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
���प
Agra

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରାଜଧାନୀରେ ସମସ୍ତ ବାରରେ କଡା କଡୀ ହେବ ଯାଞ୍ଚ, ବିଜେବି ନଗର ଅଫିସରେ ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲ ରଖିଲେ ପ୍ରତିକ୍ରିୟା

ନାଚୁଛନ୍ତି ଯୁବତୀ | ଟଙ୍କା ଉଡ଼ଉଛନ୍ତି ଗ୍ରାହକ | ଅବକାରୀ ନିୟମ କୁ ଖୁଲମ ଖୁଲା ଉଲଙ୍ଘନ | ବିଳମ୍ବିତ ରାତି ଯାଏ ନାଚୁଛନ୍ତି ଯୁବତୀ | ଝୁମୁଛନ୍ତି ଗ୍ରାହକ | ସୋସିଆଲ ମିଡିଆରେ ଭାଇରଲ ହେଉଛନ୍ତି ବାର ଭିତରର ଭିଡ଼ିଓ | ଥରେ ଦେଖନ୍ତୁ ଏହି ଭିଡ଼ିଓ କୁ | ଷ୍ଟେଜ ଉପରେ ନାଜୁଛନ୍ତି ଯୁବତୀ | ଯୁବତୀଙ୍କ ହାତକୁ ସିଧା ଶଳଖ ଟଙ୍କା ବଢ଼ାଇ ଦେଉଛନ୍ତି ଗ୍ରାହକ | ବାର ରେ ନିୟୋଜିତ ଥିବା ଯୁବତୀଙ୍କ ଉପରେ ଟଙ୍କା ଉଡାଉଛନ୍ତି ଗ୍ରାହକ | ରାଜଧାନୀରେ ଏମିତି ଖୁଲମ ଖୁଲା ଚାଲିଛି ଡ୍ୟାନ୍ସ ବାର |