ଢେଙ୍କାନାଳର ପ୍ରତିଭା କେନ୍ଦୁଝରରେ ସମ୍ମାନୀତ
ଢେଙ୍କାନାଳ ଜିଲା ଗନ୍ଦିଆ ବ୍ଲକ ଗଡ଼ଖଙ୍କିରାର କବି ଶିକ୍ଷା ସମାଜସେବୀ ଅଶୋକ କୁମାର ପତିଙ୍କୁ ମାନସପୀଠ କେନ୍ଦୁଝର ଘଟଗାଁ ତରଫରୁ ସଂଯୋଗୀ ସ୍ରଷ୍ଟା ସୃଜନୀ ସମ୍ମାନରେ ସମ୍ମାନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୩୦ ଜିଲ୍ଲାରୁ ମୋଟ ୧୫୭ ଜଣଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ଢେଙ୍କାନାଳ ଜିଲ୍ଲାରୁ ଶ୍ରୀପତି ଙ୍କୁ ସମ୍ମାନୀତ କରାଯାଇଛି । ଶ୍ରୀପତି ଜଗନ୍ନାଥ ସଂସ୍କୃତି ଓ ଓଡ଼ିଶାର ବହୁ ସାହିତ୍ୟ ଅନୁଷ୍ଠାନରୁ ସମ୍ମାନୀତ ହୋଇଛନ୍ତି, I#public#newsodiaodisha#dhenkanal#kendujhar