ଢେଙ୍କାନାଳ ସଦର ବେଗୁନିଆପାଳ ଗ୍ରାମରେ ଚେକ୍ ଡିୟାମ,ପାଣିସୁବିଧା ଓ ଏଲାଇ ପଏଣ୍ଟକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଯୁବଚାଷୀ ଓ ଗ୍ରାମବାସୀଙ୍କ ଅନୁରୋଧ।
#public #newsodiaodisha#vairalvideo
ଢେ଼ଙ୍କାନାଳ ସଦର ଭାପୁର ଗ୍ରାମପଞ୍ଚାୟତ ବେଗୁନିଆପାଳ ଗ୍ରାମରେ ଚେକ୍ ଡିୟାମ,ପାଣିସୁବିଧା ଓ ଏଲାଇ ପଏଣ୍ଟକୁ କାର୍ଯ୍ୟକ୍ଷମ କରିବା ପାଇଁ ଯୁବଚାଷୀ ସୁବାଷ ଖଟୁଆ ଓ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଗ୍ରାମରେ ଚାଷୀମାନଙ୍କ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ୧୯୯୦ ମସିହାରେ ଏକ ଉଠା ଜଳସେଚନ ପ୍ରକଳ୍ପକୁ ଶିଳାନ୍ୟାସ କରିଥିଲେ। ହେଲେ ଏହି ଉଠା ଜଳସେଚନ ପ୍ରକଳ୍ପଟି ସଂପୂର୍ଣ୍ଣ ନଷ୍ଟ ହୋଇ ଗ୍ରାମବାସୀମାନେ ଜମିରେ ପାଣି ନପାଇ ଏବଂ ଏଲାଇ ପଏଣ୍ଟକୁ କାର୍ଯ୍ୟକ୍ଷମ କରିବା,ଏକ ଚେକ୍ ଡିୟାମ,ପାଣିସୁବିଧାର ପାଇଁ ଜିଲ୍ଲା ପ୍ରଶାସନଙ୍କୁ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହାନ୍ତି। ଏଣୁ ଯୁବଚାଷୀ ଓ ଗ୍ରାମବାସୀ ମାନଙ୍କ ଅଭିଯୋଗ ରାଜ୍ୟ ସରକାର ତୁରନ୍ତ ଏହି ଏଲାଇ ପ୍ୟାଣ୍ଟ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। Dhenkanal District Administration Dhenkanal News Dhenkan