ସୋରରେ ପାଳିତ ହେଲା ଜାତୀୟ ପ୍ରେସ ଦିବସ: ବିଭିନ୍ନ ସମସ୍ୟା ନେଇ ହେଲା ଆଲୋଚନା
Sora, Balasore | Nov 16, 2026
ସୋର ରୟାଲ ହୋଟେଲ ସଭାଗୃହରେ ସ୍ଥାନୀୟ ସାମ୍ବାଦିକଙ୍କ ଦ୍ଵାରା ଜାତୀୟ ପ୍ରେସ ଦିବସ ପାଳିତ। ସୋର ବିଡ଼ିଓ ସୁବ୍ରତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସାମ୍ବାଦିକଙ୍କ ବୃତ୍ତିଗତ ସମସ୍ୟା ନେଇ ଅତିଥିମାନେ ଆଲୋଚନା କରିଥିଲେ।