Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବୌଦ୍ଧ ସଦର: କୁମlରକାନୀ ଗ୍ରାମ ଜଙ୍ଗଲ ଜମିରେ ୨୬ଏକରରେ ଚାଷ ହୋଇଥିବା ୩୧୫୦୦ଟି ଗଞ୍ଜେଇ ଗଛ କାଟି ନଷ୍ଟକଲା ଅବକାରୀ ପୋଲିସ

ଆଜି ରାତ୍ର ୮.୩୦ସମୟରେ ଜିଲ୍ଲା ଅବକାରୀ କରାଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଆଜି ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡର, ସକାଳ ପାଖପାଖି ୧୦ଟା ସମୟରେ ଇନସ୍ପେକଟର ସୁଧୀର କୁମାର ମିଶ୍ରଙ୍କ ନେତୃତ୍ୱରେ l ବୌଦ୍ଧ ବ୍ଲକର ଖଲିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମlରକାନି ଜଙ୍ଗଲରେ ବେଆନ ଗଜେଇ ଚାଷ ନେଇ APR ପୋଲିସ, ଜଙ୍ଗଲ ବିଭାଗ ଷ୍ଟାଫ,ଆରାଇ, ମାଜିଷ୍ଟ୍ରେଟ ଓ ବୌଦ୍ଧ ଜିଲ୍ଲାର ସମସ୍ତ ଅବକାରୀ ଥାନାର OIC ମିଳିତରେ ଚଢ଼ାଉ କରି ୨୬ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ୩୧୫୦୦ ଟି ଗଞ୍ଜେଇ ଗଛକୁ କାଟି ନିଆଁରେ ପୋଡି ନଷ୍ଟକରିଛନ୍ତି l