ନକଲି ଟ୍ରାଞ୍ଜିଟି ପାସ୍ ଦ୍ୱାରା, ବେଆଇନ ଭାବରେ, ମୋରମ ଚାଲାଣ ଚାଲିଛି ବୋଲି, ଆଜି ଆମ ଆଦମୀ ପାର୍ଟି ର ଯୁବ ନେତା ତଥା ଜିଲ୍ଲା ଯୁବ ସଭାପତି ନୀଳକଣ୍ଠ ରେଡ୍ଡୀ,ଜିଲ୍ଲା ନେତୃ ମଣ୍ଡଳୀ ଙ୍କୁ ନେଇ, ଦକ୍ଷିଣାଞ୍ଚଳ ଆଇ ଜି ଙ୍କୁ ଏକ ଅଭିଯୋଗ ପତ୍ର , ପ୍ରମାଣ ତଥ୍ୟ ସହ , ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ,ଦେଇ ଫେରାଦ ହୋଇଛନ୍ତି
#gtvnewsodisha #berhampur #ganjam #odisha #silkcity
Ganjam, Ganjam | Oct 9, 2026