#ଗଂଜେଇ_ସହ_ବ୍ରିଜା_କାର_ଜବତ୍_ଦୁଇ_ଗିରଫ
ବଡ଼ଚଣା ଥାନାର ସବ୍ ଇନ୍ସପେକ୍ଟର ତୃତୀମୟୀ ରାଉତ କୈଣସି ସୂତ୍ରରୁ ଖବର ପାଇ ଏକ ଟିମ୍ ସହ ଚଣ୍ଡିଖୋଲ ନିକଟସ୍ଥ କୋର୍ଟ ନିକଟରେ ଚଢାଉ କରି ଏକ ବ୍ରିଜା କାରରେ ଗଂଜେଈ ସହ ଦୁଇ ଜଣଙ୍କୁ ଧରିବାକୁ ସଫଳ ହୋଇଥିଲେ । ଏନେଇ ବଡଚଣା ଥାନାରେ ପ୍ରେସ ରିଲିଜ୍ ମାଧ୍ୟମରେ ଯାଜପୁର ଏମ୍ ଡି ପି ଓ ଶରତ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଥାନା ଅଧିକାରୀ ଜଗଦୀଶ କର ଉପସ୍ଥିତ ଥିଲେ ।
#GanjeiJabat
#SpJajpur
#SdpoJajpur
#SartChandraPatra
#Barchanapolice
#IicBarchana
#JagadishKar
#ASMITAKHABAR
Jajapur, Jajpur | Sep 18, 2026