Public App Logo
Jansamasya
News
पुलिस
Bjp
National
Police
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Rajasthan
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Cm
Madhyapradesh
Ahmedabad
Pmmodi
Rahulgandhi

କେନ୍ଦୁଝର ସହର: କେନ୍ଦୁଝର ସ୍ଥିତ ସିଟିଜି ଅନୁଷ୍ଟାନ ରେ TPNODL ର ସଚେତନତା କାର୍ଯ୍ୟକ୍ରମ 'ଜାଗୃତି'

ଫାଉଣ୍ଡେସନ ଦ୍ବାରା ପ୍ରତିଷ୍ଠିତ କେନ୍ଦୁଝର ହାୟର୍ ସେକେଣ୍ଡାରୀ ସ୍କୁଲ, କେନ୍ଦୁଝର ଡିଗ୍ରୀ କମର୍ସ କଲେଜ, ସିଟିଜି ପ୍ରଫେସନାଲ ଏବଂ ସିଟିଜି ନର୍ସି ର ଚେୟାରମ୍ୟାନ ରୋଟାରୀୟନ ଡ଼.ରାଜେନ୍ଦ୍ର ପଲେଇଙ୍କ ତତ୍ତ୍ବାବଧାନରେ କେନ୍ଦୁଝର TPNODL ତରଫରୁ ସଚେତନତା କାର୍ଯ୍ୟକ୍ରମ 'ଜାଗୃତି' ଶିକ୍ଷାନିକେତନରେ ଅନୁଷ୍ଠିତ ହୋଇଯାଇଛି। TPNODL ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅମୀୟ କୁମାର ସାହୁ, ଲାଇନ ମ୍ୟାନ ସଂଜୀବ କୁମାର ଗିରି, ଗ୍ରାହକ ସେବା କର୍ମଚାରୀ ମସୁମା ନାଜ,ମୋହିକ ସାହୁ, ସୁଜାତା ନାଏକ ଏବଂ କଲେଜର ପ୍ରଶାସନିକ ଅଧୂକାରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାନ୍ତି ଉପସ୍ଥିତ ରହୁଥିଲେ l

MORE NEWS

କେନ୍ଦୁଝର ସହର: କେନ୍ଦୁଝର ସ୍ଥିତ ସିଟିଜି ଅନୁଷ୍ଟାନ ରେ TPNODL ର ସଚେତନତା କାର୍ଯ୍ୟକ୍ରମ 'ଜାଗୃତି' - Kendujhar Town News