Public App Logo
Jansamasya
हादसा
News
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse

ନାକଟିଦେଉଳ: ସାହେବୀ ଶିବ ମନ୍ଦିରରେ ହିନ୍ଦୁ ସମ୍ମିଳନୀ

Naktideul, Sambalpur | Feb 14, 2026
ସାହେବୀ ଶିବ ମନ୍ଦିରରେ ହିନ୍ଦୁ ସମ୍ମିଳନୀ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ସାହେବୀ ଶିବ ମନ୍ଦିର ପରିସରରେ ଶନିବାର ଦିନ ଅଞ୍ଚଳ ର ହିନ୍ଦୁ ପରିବାର ର ସଦସ୍ୟ ମାନଙ୍କୁ ନେଇ ଏକ ହିନ୍ଦୁ ସମ୍ମିଳନୀ ଆୟୋଜିତ ହୋଇ ଯାଇଛି l ସାହେବୀ ଶିବ ମନ୍ଦିର ରେ ପବିତ୍ର ମହା ଶିବରାତ୍ରି ଅବସରରେ ଆୟୋଜିତ ଅଷ୍ଟ ପ୍ରହରୀ ନାମ ଯଜ୍ଞ ପାଇଁ ଶନିବାର ଅନୁଷ୍ଠିତ କଳସ ଶୋଭାଯାତ୍ରା ପରେ ମଧ୍ୟାହ୍ନ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ଶିକ୍ଷକ ରାଜ କିଶୋର ସାହୁଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲା ର