Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews

ନାକଟିଦେଉଳ: ଶିମିଳିପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

Naktideul, Sambalpur | Feb 5, 2026
ଶିମିଳିପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳିତ ଓ ସମୟାନୁବର୍ତ୍ତିତା ହୋଇ ବିଦ୍ୟାଳୟ ରେ ଶିକ୍ଷା ଅଧ୍ୟୟନ କରନ୍ତୁ l କଠିନ ପରିଶ୍ରମ ଏବଂ ଅଭ୍ୟାସ ହେଉଛି ସଫଳତାର ମୂଳ ମନ୍ତ୍ର l ତେଣୁ ବିଦ୍ୟାର୍ଥୀ ମାନେ ଏ ଦିଗରେ ଯତ୍ନବାନ ହେବାକୁ ଗୁରୁବାର ଦିନ ସମ୍ବଲପୁର ଜିଲ୍ଲା ଶିମିଳିପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସମାରୋହ ରେ ଯୋଗଦେଇ ଅତିଥି ମାନେ ମତ ପ୍ରକାଶ କରିଛନ୍ତି l ଶିମିଳିପାଳ କ୍ଲଷ୍ଟର ର ସିଆରସିସି ଚନ୍ଦ୍ରହାସ ନାଏକ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ନାକଟିଦେଉଳ ବ୍ଲକ