ଧନ୍ୟରେ ଚୋର! ଲୋକଙ୍କ ଜୀବନ ସୁରକ୍ଷା ପାଇଁ ଲାଗିଥିବା ଟ୍ରାଫିକ୍ ମିରର୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ! ଘୁନଘୁଟି ଘାଟିର ବିପଦପୂର୍ଣ୍ଣ ବୁଲାଣିରୁ ଗାଏବ ହେଲା Convex Mirror, ଦୁର୍ଘଟଣା ଆଶଙ୍କା ବୃଦ୍ଧି #GhunghutiGhati #Bamra #Kuchinda #ConvexMirrorStolen #RoadSafety #PublicSafety #Theft #SambalpurNews #OdishaNews #TrafficSafety