Public App Logo
Profile Picture

Bamra Tips

@bamratips123
739Followers
3Following
Badapada Rathyatra
କୁଚିଣ୍ଡା ରଥଯାତ୍ରା
ବାମରା ରଥଯାତ୍ରା
ପୋଷା କୁକୁରଙ୍କ ସତର୍କତାରେ ବଞ୍ଚିଲା ପରିବାର, ଭୀଷ୍ମ ସେଠଙ୍କ ଘରୁ ବିଶାଳ ନାଗ ଉଦ୍ଧାର
ବାମରାରେ ଅକାଳ ମୃତ୍ୟୁରୁ ନିସ୍ତାର କାମନାରେ ପଞ୍ଚକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ
 ବାମରା ଅଞ୍ଚଳରେ ବଢ଼ୁଥିବା ଅକାଳ ମୃତ୍ୟୁ ଘଟଣାରୁ ନିସ୍ତାର କାମନାରେ ସୋମବାର ଅଖିଳ ଭାରତୀୟ ଗାୟତ୍ରୀ ପରିବାର, ବାମରା ଶାଖା ପକ୍ଷରୁ ବାମରା ରେଳ ଷ୍ଟେସନ କାଳୀ ମଣ୍ଡପ ପରିସରରେ ପଞ୍ଚକୁଣ୍ଡୀୟ ବିଶ୍ୱ ଶାନ୍ତି ଗାୟତ୍ରୀ ମହାଯଜ୍ଞ ଓ ଦୀପଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସକାରାତ୍ମକ ଊର୍ଜା, ପରିବେଶ ସଂରକ୍ଷଣ ଓ ସମାଜ କଲ୍ୟାଣ ଉଦ୍ଦେଶ୍ୟରେ ଆୟୋଜିତ ଏହି ମହାଯଜ୍ଞକୁ ସମ୍ବଲପୁର ଗାୟତ୍ରୀ ପରିବାରର ସଦସ୍ୟମାନେ ପରିଚାଳନା କରିଥିଲେ। ସନ୍ଧ୍ୟାରେ ଦୀପଦାନ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବାମରା ଓ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ବିଶ୍ୱ ଶାନ୍ତି ଓ ସମାଜର ମଙ୍ଗଳ କାମନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅନ୍ନଭୋଗ ବିତରଣ କରାଯାଇଥିଲା।
ବାମରା ର ଏକ ବିଦ୍ୟାଳୟ ହଷ୍ଟେଲ ରୁ ନାଗ ସାପ ଉଦ୍ଧାର
ବାମରାରେ ଅକାଳ ମୃତ୍ୟୁରୁ ନିସ୍ତାର କାମନାରେ ପଞ୍ଚକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ
ବାମରା ସ୍ଥିତ ଗୋବିନ୍ଦପୁର ଶ୍ରୀ ଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ
Heavy rain in Bamra
ବାମରା ରେଲୱେ କଲୋନୀ ରୁ ନାଗ ସାପ ଉଦ୍ଧାର
ପୁଅକୁ ଖୋଜିବା ପାଇଁ ଥାନାରୁ ଥାନା ବୁଲୁଛନ୍ତି ବାପା; ମହାରାଷ୍ଟ୍ରର ପନୱେଲରୁ ଯୁବକ ସନ୍ଦେହଜନକ ଭାବେ ନିଖୋଜ
ବାରଗାଡ଼ ରେ ଶହୀଦ ନିରଞ୍ଜନ କର୍ସେଲଙ୍କ ୨୬ତମ ପୁଣ୍ୟତିଥି ପାଳିତ
ହୀରାକୁଦ ବନ୍ଧ ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ୱନ୍ଧେ ସର୍ବସାଧାରଣଙ୍କ ପାଇଁ ସୂଚନା
ସମ୍ବଲପୁର, ତା ୦୬/୦୭/୨୬ ରିଖ

ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ଏତତ୍ ଦ୍ବାରା ହୀରାକୁଦ ବନ୍ଧ ତଳ ମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା ୦୯/୦୭/୨୦୨୬ ସମୟ ସକାଳ ୧୧ ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାର ରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ । ଏଥିଯୋଗୁଁ ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବ । ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ।
ଗୋବିନ୍ଦପୁର ଡାକ୍ତରଖାନା ରେ ୩ ମାସ ଧରି ଅଚଳ CBC ମେସିନ, ବାହାରେ ପରୀକ୍ଷା କରି ହଇରାଣ ରୋଗୀ
କୁଆଁରୁ ଉଦ୍ଧାର ହେଲା ଏସିଆର ଅତ୍ୟନ୍ତ ବିଷାକ୍ତ କମନ୍ କରେତ୍ ସାପ
ସର୍ପମିତ୍ରଙ୍କ ସାହସିକ ଉଦ୍ଧାର, ପରେ ଜଙ୍ଗଲରେ ଛାଡ଼ିଦିଆଗଲା
ବାମରା ହାଇସ୍କୁଲ ରୋଡରେ ଗାଈ କୁ ଧକ୍କା ଦେଇ ବାଇକ୍ ଦୁର୍ଘଟଣାଗ୍ରସ୍ତ
ଶବବାହକ ମିଳିଲାନି, ବାଇକରେ ପତ୍ନୀଙ୍କ ମୃତଦେହ ବୋହିଲେ ସ୍ୱାମୀ; ପୁଣି ଦୋହରିଲା ଦାନ ମାଝୀଙ୍କ ବେଦନା
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ବାମରା ସରସ୍ଵତୀ ଶିଶୁ ମନ୍ଦିର ରେ ବ୍ଲକ ସ୍ତରୀୟ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା: ୧୬୫ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
ବାମରା ଭିଏଏସ କଲୋନୀ ରୁ ବିଶାଳକାୟ ନାଗ ସାପ ଉଦ୍ଧାର
ବାମରା ବସଷ୍ଟାଣ୍ଡ ରେଳ ଫାଟକ ଠାରେ ୧୩ ବର୍ଷୀୟ ନାବାଳକ କୁ ଧକ୍କା ଦେଲା ଅମୃତ ଭାରତ ଟ୍ରେନ
ବଡ଼ ଢୁଢ଼ରିଆମ ମଧୁପୁର ରେ କରେତ ଚିତ୍ତି ସାପ କାମୁଡ଼ାରେ ଜଣେ ଯୁବକ ଗୁରୁତର ଆହତ
କୁଚିଣ୍ଡା ଠାରେ ଚାଲିଥିବା ରାଜ୍ୟସ୍ତରୀୟ ଗୁଦଗୁଦା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ, କଟକ ଚ୍ୟାମ୍ପିଆନ୍, ବରଗଡ଼ ରନର୍ଷ ଅପ୍
ବାମରା କଲେଜ୍ ନିକଟ ଏକ ଘରୁ ନାଗ ସାପ ଉଦ୍ଧାର
ବାମରା ନା ସର୍ପଲୋକ
ପ୍ରତିଦିନ ଗୋବିନ୍ଦପୁର ଡାକ୍ତରଖାନା ରେ ଆସୁଛି ୪/୫ ସାପ କାମୁଡ଼ା ମାମଲା
ଲୋକଙ୍କ ଘରେ ପଶି ଯାଉଛି ବିଷାକ୍ତ ସାପ
ହେଲେ ବନ ବିଭାଗ ପକ୍ଷରୁ ସାପ ଧରିବା ପାଇଁ କର୍ମଚାରୀ ନିଯୁକ୍ତ କରିବା ପାଇଁ ଅଞ୍ଚଳ ରେ ଦାବି ହେଉଛି
<nis:link nis:type=tag nis:id=bamranews nis:value=Bamranews nis:enabled=true nis:link/> <nis:link nis:type=tag nis:id=bamratips nis:value=Bamratips nis:enabled=true nis:link/>
ବାମରା ନା ସର୍ପଲୋକ
ପ୍ରତିଦିନ ଗୋବିନ୍ଦପୁର ଡାକ୍ତରଖାନା ରେ ଆସୁଛି ୪/୫ ସାପ କାମୁଡ଼ା ମାମଲା
ଲୋକଙ୍କ ଘରେ ପଶି ଯାଉଛି ବିଷାକ୍ତ ସାପ
ହେଲେ ବନ ବିଭାଗ ପକ୍ଷରୁ ସାପ ଧରିବା ପାଇଁ କର୍ମଚାରୀ ନିଯୁକ୍ତ କରିବା ପାଇଁ ଅଞ୍ଚଳ ରେ ଦାବି ହେଉଛି
<nis:link nis:type=tag nis:id=bamranews nis:value=Bamranews nis:enabled=true nis:link/> <nis:link nis:type=tag nis:id=bamratips nis:value=Bamratips nis:enabled=true nis:link/>