ସାବିତ୍ରୀ ମେଧାବୃତ୍ତି ସନ୍ନମାନ ସମାରୋହ
ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାର୍ଥ|ଶ୍ରୀପଞ୍ଚମୀ ପଡିଆରେ ୧୩ ତମ ସାବିତ୍ରୀ ମେଧାବୃତ୍ତି ସମ୍ମାନ ସମାରୋହ ୧୫ନଭେମ୍ବର ୨୦୨୬ଅନୁଷ୍ଠିତ ହୋଇଯାଇଛି ସମାରୋହରେ ସାଧୁଚରଣ ପ୍ରଧାନ ସଭାପତିତ୍ୱ କରିଥିଲେ ମୁଖ୍ୟ ଅତିଥି ପୁରୁଷତ୍ତମ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁକଦେବ ମହାନ୍ତି, ମୁଖ୍ୟ ବକ୍ତା କୋମଳଲଚନ ବିଶ୍ୱାଳ, ସନ୍ନମାନିତ ଅତିଥି ପରେଶ ଚନ୍ଦ୍ର ବେହେରା, ସହକାରୀ ଶିକ୍ଷକ କ୍ଷେତ୍ରମୋହନ ଉଚ୍ଚ ବିଦ୍ୟାଳୟ ରୁ ଯୋଗ ଦେଇଥିଲେ ଆୟୋଜକ ଇ ଚନ୍ଦ୍ରକାନ୍ତ ନନ୍ଦ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ ଜେ ନିଜ ଉପରେ ବିଶ୍ୱାସ ରଖି ପରିଶ୍ରମ କର ଏବଂ ଜୀବନରେ କେହେ ହାର ମାନ ନାହିଁ ତାଙ୍କ ସହ ସାବିତ୍ରୀ ନନ୍ଦ, ସ୍ନିଗ୍ଧାରାଣୀ, କର୍ତ୍ତବ୍ୟ, ଜିଜ୍ଞସା, ଜ୍ୟୋତି ଓ ଶୁଭ୍ରକାନ୍ତ ଯୋଗ ଦେଇଥିଲେ ଜବାହାର ନବଦୟ ବିଦ୍ୟାଳୟ ର ଛାତ୍ରୀ ଦିବ୍ୟଦର୍ଶନୀ ବେହେରା ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଏବଂ ଜବାହର ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଦିବ୍ୟଦର୍ଶନୀ ବେହେରା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।
ଏହି ଅବସରରେ ୭୫ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ୟୁନିୟନ ସରକାରୀ ମାଧ୍ୟ୍ୟମିକ ଉଚବିଦ୍ୟାଳୟ ଦୁବୁଲାଗଡ଼ ର ଭବାନୀଶଙ୍କର ପଣ୍ଡା ପ୍ରଥମ ହେଇ ୨୨୦୦୦ ଟଙ୍କା ପାଇଥିଲେ ଟାଉନ ହାଇସ୍କୁଲ ବାଲେଶ୍ୱର ର ସୌମ୍ୟ ରଞ୍ଜନ ଜେନା ଦ୍ୱିତୀୟ ସ୍ଥାନ ପାଇ ଥିଲେ ତାଙ୍କୁ ମଧ୍ୟ୍ୟ ୨୦୦୦୦ ଟଙ୍କା ପୁରସ୍କୃତ କରାଯାଇଥିଲା ୟୁନିୟନ ସରକାରୀ ମାଧ୍ୟ୍ୟମିକ ଉଚ୍ଚବିଦ୍ୟାଳୟ ର ତନ୍ମୟ ସାହୁ ୧୭୦୦୦ ଟଙ୍କା ପାଇଥିଲେ ଆଉ ୧୨ଜଣଙ୍କୁ ସନ୍ନମାନବୋଧ ପୁରସ୍କାର ହେଇଥିଲା ବେଳେ ଆଉ ସମସ୍ତ ଙ୍କୁ ସନ୍ତାନ ମୂଳକ ଭାବେ ୫୦୦ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା |
Surajtv #sartha #sabitrimedhabruti #balasore