MMDR 2026 ବାତିଲ, ନିର୍ବାଚନ କମିସିନର ଜ୍ଞାନେଶ କୁମାରକୁ ବରଖାସ୍ତ , ରାଜ୍ୟରେ ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ପ୍ରକାଶନ ପାଇଁ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଏବଂ ବନ୍ୟା ପ୍ରଭାବିତ ଲୋକଙ୍କୁ କ୍ଷତିପୁରଣ ଦାବୀରେ ଇଣ୍ଡିଆ ବ୍ଲକର ଓଡ଼ିଶା ବନ୍ଦକୁ ସମର୍ଥନ ଜଣାଇ ଆନ୍ଦୋଳନକୁ ଓହ୍ଲାଇ ଥିଲା ଜାତୀୟ କଂଗ୍ରେସ ।
#gtvnewsodisha #berhampur #ganjam #odisha #silkcity
Ganjam, Ganjam | Oct 8, 2026