କେନ୍ଦୁଝର ସଦର: କେନ୍ଦୁଝରରେ ପାଳିତ ହେଲା ମୋଦିଜୀଙ୍କ 74ତମ ଜନ୍ମଦିବସ: ସେବା ଜ୍ୟୋତି ପଦଯାତ୍ରାରେ ସାମିଲ ହେଲେ ସାଂସଦ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ 74ତମ ଜନ୍ମଦିବସ ଅବସରରେ କେନ୍ଦୁଝରରେ ଆୟୋଜିତ ହେଲା ସେବା ଜ୍ୟୋତି ପଦଯାତ୍ରା। ଚର୍ଚ୍ଚ ଛକରୁ ଧରଣୀଧର ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ହୋଇଥିବା ଏହି ପଦଯାତ୍ରାରେ ସାଂସଦ ଅନନ୍ତ ନାଏକଙ୍କ ସହ ଅନେକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।