ବାଲେଶ୍ୱର ଟାଉନ ଥାନା ପୋଲିସକୁ ବଡ଼ ସଫଳତା। ପାତ୍ରପଡ଼ାରେ ରାତି ଅଧରେ ଘରେ ପଶି ଆକ୍ରମଣ କରିଥିବା ଘଟଣାର ପର୍ଦ୍ଦାଫାସ। ୫ ଜଣ ଅପରାଧୀ ମାନଙ୍କୁ ଗିରଫ କରିଛି ପୋଲିସ। #BalasoreNews #BalasorePolice #CrimeNews #CriminalsArrested #viralnews #damanbanilive