ମାଥିଲି: ମାଥିଲି ବ୍ଲକରେ କୁପୋଷଣ ମୁକ୍ତ ପଞ୍ଚାୟତ ଗଠନ ପାଇଁ କର୍ମଶାଳା ଅନୁଷ୍ଠିତ
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସମ୍ମିଳନୀ କକ୍ଷରେ କୁପୋଷଣ ମୁକ୍ତ ପଞ୍ଚାୟତ ଗଠନ ଲାଗି ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକ ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ଡାକ୍ତର ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ଙ୍କ ଉପସ୍ଥିତରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।