ମାଥିଲି: ଫୁଲୁଛି ପାଙ୍ଗାମ ନଦୀ, ଆଶଙ୍କାରେ ମାଲକାନଗିରି, ଯାତାୟତ ପ୍ରଭାବିତ ନେଇ ଲାଗି ରହିଛି ଆଶଙ୍କା
ମାଲକାନଗିରି ଜିଲ୍ଲା ପାଙ୍ଗାମ ନଦୀରେ ବର୍ଷା ପାଣି ଭରି ଯାଉଥିବା ବେଳେ ଆଉ କେଇ ଘଣ୍ଟା ବର୍ଷାରେ ପୋଲ ବୁଡ଼ି ଯିବାର ଆଶଙ୍କା ରହିଥିବାରୁ ମାଲକାନଗିରି ଜିଲ୍ଲାକୁ ଯାତାୟତ ପ୍ରଭାବିତ ହେବ ବୋଲି କୁହାଯାଇଛି।