Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ମାଥିଲି: ମାଥିଲିରେ ଅନୁଷ୍ଠିତ ଜଗନ୍ନାଥ କୋପେ ମେମୋରିଆଲ କପ୍ ଉଦଯାପିତ, କୋରାପଲ୍ଲୀ ଚାମ୍ପିଆନ

Mathili, Malkangiri | Aug 23, 2025
ମାଲକାନଗିରି ଜିଲ୍ଲା ମାଥିଲି ରେ ଅନୁଷ୍ଠିତ ଜଗନ୍ନାଥ କୋପେ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପ୍ରିୟା ନାୟକ, ବାଲାରାଜୁ କୋପେ ଓ ବସନ୍ତ ଶଗରିଆ ପ୍ରମୂଖ ଉପସ୍ଥିତ ହୋଇ ପୁରଷ୍କାର ପ୍ରଦାନ କରିଛନ୍ତି।
ମାଥିଲି: ମାଥିଲିରେ ଅନୁଷ୍ଠିତ ଜଗନ୍ନାଥ କୋପେ ମେମୋରିଆଲ କପ୍ ଉଦଯାପିତ, କୋରାପଲ୍ଲୀ ଚାମ୍ପିଆନ - Mathili News