ମାଥିଲି: ଗୋବିନ୍ଦପଲ୍ଲୀ ମହାବିଦ୍ୟାଳୟରେ ନୂତନ ଆଲୁମିନି ଆସୋସିଏସନର ସଦସ୍ୟ ପାଇଁ ରେଜୁଲେସନ ଗ୍ରହଣ ସହ ନୂତନ ଛାତ୍ରଛାତ୍ରୀଙ୍କୁ କଲମ ବଣ୍ଟନ
ମାଲକାନଗିରି ଜିଲ୍ଲା ଗୋବିନ୍ଦପଲ୍ଲୀ ମହାବିଦ୍ୟାଳୟରେ ନୂତନ ଆଲୁମିନି ସଦସ୍ୟ ପାଇଁ ରେଜୁଲେସନ ଗ୍ରହଣ କରାଯାଇଛି। ଏଥିସହ ନୂତନ ଶିକ୍ଷାବର୍ଷରୁ ଦାଖଲ ହୋଇଥିବା ନୂତନ ଛାତ୍ରଛାତ୍ରୀଙ୍କୁ କଲମ ବଣ୍ଟନ କରାଗଲା