Public App Logo
Jansamasya
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଡିଆରଡିଏ ସଭାପତିଙ୍କ କାର୍ଯ୍ୟାଳୟରେ ବିଜେଡି ଜ଼ିଲ୍ଲା ପରିଷଦ ସଦସ୍ୟଙ୍କ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ

Sambalpur M, Sambalpur | Apr 22, 2025
ସମ୍ବଲପୁର ଡିଆରଡିଏ ସଭାପତିଙ୍କ କାର୍ଯ୍ୟାଳୟରେ ବିଜେଡି ଜ଼ିଲ୍ଲା ପରିଷଦ ସଦସ୍ୟଙ୍କ ଗୁରୁତ୍ୱପୂର୍ଣ ବୈଠକ l ବୈଠକରେ ରେଢ଼ାଖୋଲ ବିଧାୟକ ସହ ଜ଼ିଲ୍ଲା ପରିଷଦ ସଭାପତି ଉପସ୍ଥିତ ଥିଲେ l ଆଜି ଜ଼ିଲ୍ଲା ପରିଷଦ ର ଅଷ୍ଟମ ବୈଠକ ଅନୁଷ୍ଠିତ ହେବ l ସେନେଇ ଆଜି ବୈଠକରେ କେଉଁ ଉପରେ ଅଧିକ ଆଲୋଚନା କରାହେବ ସେନେଇ ବୈଠକରେ ଆଲୋଚନା ହୋଇଥିଲା l ଏହି ବୈଠକରେ ବିଜେଡି ଦଳର ଅନେକ ଜ଼ିଲ୍ଲା ପରିଷଦ ସଦସ୍ୟ ଉପସ୍ଥିତ ଥିଲେ l

MORE NEWS

ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଡିଆରଡିଏ ସଭାପତିଙ୍କ କାର୍ଯ୍ୟାଳୟରେ ବିଜେଡି ଜ଼ିଲ୍ଲା ପରିଷଦ ସଦସ୍ୟଙ୍କ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ - Sambalpur M News