ଲୋଇସିଂହା: ୭ ଦଫା ଦାବିରେ ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ, ବନ୍ଦ ରହିଛି ଅଙ୍ଗନବାଡ଼ି କେନ୍ଦ୍ର
୭ ଦଫା ଦାବି ପୂରଣ ପାଇଁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଆନ୍ଦୋଳନ। ଭୁବନେଶ୍ୱର ଓ ଲୋଇସିଂହାରେ ଧାରଣା। ଆନ୍ଦୋଳନ ଯୋଗୁଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିଥିବାରୁ ଶିଶୁଙ୍କ ପାଠପଢ଼ା ଓ ପୁଷ୍ଟିକର ଖାଦ୍ୟ ବଣ୍ଟନ ସହ ଗର୍ଭବତୀ ମହିଳାଙ୍କ ସେବା ବାଧାପ୍ରାପ୍ତ ହୋଇଛି।