ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ବିପ୍ର ଫାଉଣ୍ଡେସନ ପକ୍ଷରୁ କନ୍ୟା ପୂଜନ
Baleshwar, Balasore | Oct 11, 2026
ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ବିପ୍ର ଫାଉଣ୍ଡେସନ ଓ ମାରୱାଡ଼ି ମହିଳା ସମିତି ଦ୍ୱାରା କନ୍ୟା ପୂଜନ ଅନୁଷ୍ଠିତ। ୫୦ରୁ ଊର୍ଦ୍ଧ୍ୱ ନବଜାତ କନ୍ୟା ସନ୍ତାନଙ୍କ ପରିବାରଙ୍କୁ ସ୍ନେହ ଉପହାର ପ୍ରଦାନ। କାର୍ଯ୍ୟକ୍ରମରେ ଯୋଗଦେଲେ ୨୪ ନମ୍ବର ୱାର୍ଡ କାଉନସିଲର ମୀନା ମହାନ୍ତି।