ନିମଖଣ୍ଡି ଥାନା ଅନ୍ତର୍ଗତ ନିମଖଣ୍ଡି ରେ ଶନିବାର ବିଳମ୍ବିତ ରାତିରେ ପୁଣି ଏକ ହତ୍ୟା କାଣ୍ଡ । ଟୁନା ନାୟକ କୁ ଗଳା କାଟି ହତ୍ୟା, ଅଭିଯୁକ୍ତ ରାଘବ ସାହୁ ଓରଫ ବିଟୁ ସାହୁ ଗିରଫ । #gtvnewsodisha #berhampur #ganjam #odisha #silkcity