ଟିଟିଲାଗଡ: ସଇଁତଳାରେ ଜିଲ୍ଲାସ୍ତରୀୟ U-17 କ୍ରିକେଟ୍ ଚାମ୍ପିୟନସିପ୍ ଉଦ୍ଘାଟିତ
ସଇଁତଳା ଶିଶକେଲା ପଞ୍ଚାୟତ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଛି ଜିଲ୍ଲାସ୍ତରୀୟ U-17 ବାଳକ କ୍ରିକେଟ୍ ଚାମ୍ପିୟନସିପ୍। ବିଧାୟକ ନବୀନ ଜେନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଛନ୍ତି। ବଲାଙ୍ଗୀର ଓ ସଇଁତଳା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଛି।