ଧମା ବନବିଭାଗ ତରଫରୁ ଲରା ସରାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ, ଧମା ବନାଞ୍ଚଳ ଅନ୍ତର୍ଗତ ଲରା ସରା ବନ ସୁରକ୍ଷା ସମିତି ପରିସରରେ ମଙ୍ଗଳବାର ସକାଳେ ତ୍ରିଲୋଚନ ନେତ୍ରାଳୟ ସହଯୋଗ ରେ ଏକ ମାଗଣା ଆଖି ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିର ରେ 50 ଜଣ ଙ୍କ ଛକ୍ଷୁ ପରୀକ୍ଷା କରାଯାଇ ଚଷମା ବିତରଣ କରାଯିବା ସାଙ୍ଗଙ୍କୁ ୮ ଜନ ମୋତିଆବିନ୍ଦୁ ରୋଗୀଙ୍କୁ ଅପରେସନ ପାଇଁ ଉକ୍ତ ହସ୍ପିଟାଲ କୁ ପଠାଯାଇଥିଲା, ଧମା ବନାଞ୍ଚଳ ର ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ସାହୁ ଙ୍କ ତତ୍ୱାବଧାନରେ ଦୀନେଶ ଖମାରି, ସଂଯୋଜକ, ପରିଚାଳନା ଦାୟିତ୍ୱ ତୁଲାଇ ଥିଲେ.. ଓ ଏଫ ଏସ ଡି ସି