ଆସନ୍ତା ନଭେମ୍ବର 24 ତାରିଖରେ କଟକ ବାଲିଯାତ୍ରା ଉଦ୍ଘାଟନ କରିବେ ମହାମହିମ ରାଷ୍ଟ୍ରପତି। ଏହି ଉତ୍ସବ ପାଇଁ 17 କୋଟି ଟଙ୍କାର ବଜେଟ୍ ନିର୍ଦ୍ଧାରଣ କରାଯାଇଥିବା ସୂଚନା ମିଳିଛି।