କଟକ ସହରକୁ ସୁରକ୍ଷିତ ରଖିବା ଓ ନାଗରିକ-କୈନ୍ଦ୍ରିକ ପୋଲିସ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ କଟକ ୟୁପିଡି ଅଧୀନସ୍ଥ ସମସ୍ତ ଥାନାରେ ପ୍ରାତଃକାଳୀନ ବ୍ରିଫିଂ ଓ ରୋଲ୍ କଲ୍ ଅନୁଷ୍ଠିତ ହୋଇଛି।