କାମାକ୍ଷାନଗର: ପରଜଙ୍ଗରେ ଜିଲ୍ଲାପାଳଙ୍କ ଜନ ଶୁଣାଣି: ଅସହାୟଙ୍କୁ ମିଳିଲା 77,000 ଟଙ୍କା ସହାୟତା
ପରଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ଆଜି ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ବିଭିନ୍ନ ଅଭିଯୋଗର ଶୁଣାଣି କରାଯିବା ସହ CMRF ଓ ରେଡକ୍ରସ ପାଣ୍ଠିରୁ ମୋଟ 77,000 ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି।