Public App Logo
🎤 “ମୋ ଜୀବନରେ ମଦ କି ଗଞ୍ଜେଇ କେବେ ଦେଖିନି କି ଜାଣିନି” କୋରାପୁଟ ବାସିନ୍ଦା ଟୁବୁଲି ବେହେରାଙ୍କ ଏଭଳି ବୟାନକୁ ନେଇ ଚର୍ଚ୍ଚା। ନିଜ ଜୀବନରେ ମଦ କିମ୍ବା ଗଞ୍ଜେଇ କେବେ ଦେଖିନଥିବା ଓ ଏସମ୍ପର୍କରେ ଜାଣିନଥିବା ସେ କହିଛନ୍ତି। 📍 ସ୍ଥାନ: କୋରାପୁଟ 🎥 ସୌଜନ୍ୟ: ଆଜିର ଓଡ଼ିଶା #Koraput #KoraputNews #OdishaNews #TubuliBehera #AajiraOdisha #କୋରାପୁଟ #ଆଜିରଓଡ଼ିଶା - Koraput Town News