ମହାକାଳପଡା: ବଙ୍ଗାରୀ ଗ୍ରାମରେ ବଜ୍ରପାତରେ ଜଣେ ମୃତ ସୂଚନା
ପାଟକୁରା ନିର୍ବାଚନ ମଣ୍ଡଳୀର ତଳକୁସୁମା ପଞ୍ଚାୟତର ବଙ୍ଗାରୀ ଗ୍ରାମର ଆଶୁତୋଷ ଜେନା ନାମକ ଜଣେ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ହୋଇଥିବା ସୂଚନା। ମଙ୍ଗଳବାର ଅପରାହ୍ନ ୪ଘଟିକା ସମୟରେ ଏହି ବଜ୍ରପାତ ହୋଇଥିଲା ତାଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କ ର ମୃତ୍ୟୁ ହୋଇଥିବା ସୂଚନା।