ଓଡ଼ିଶା ବିଧାନସଭାର ଅଷ୍ଟମ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି। ୩୦ ପ୍ଲାଟୁନ ଫୋର୍ସ, ବ୍ଲାକ କମାଣ୍ଡୋ ଓ ସ୍ନାଇପର ମୁତୟନ। ଏକ ଶହ ପଚାଶରୁ ଅଧିକ ଅଫିସର ଦାୟିତ୍ୱରେ ରହିବେ, ପୋଲିସ ଡିଜି କରିବେ ତଦାରଖ।