Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
दुर्घटना
Police
Bihar
India
बीजेपी
मुख्यमंत्री
Congress
Modi
Delhi
Viral
Crime
Jharkhand
Dm
Up
मध्यप्रदेश
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Kerala
usr10847789
କଟକ ବାସୀଙ୍କୁ ଭୁଆ ବୁଲାଉଛନ୍ତି ମେୟର!! #dinaratitv #TheCommonTimes #Cuttack_puja_festivals #Cuttack Mohan Charan Majhi CMO Odisha Prabhati Parida Dharmendra Pradhan BJP Odisha BJP Cuttack Sadar
Jeypore, Koraput
| Aug 21, 2026
#dinaratitv
#thecommontimes
#cuttack_puja_festivals
#cuttack
MORE NEWS
ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜୟପୁର ସାମ୍ନାରେ,୨୬ନଂ ଜାତୀୟ ରାଜପଥ ଅବରୋଧ। ୪୮ ଘଣ୍ଟା ମଧ୍ୟରେ ହତ୍ୟାକାରୀକୁ ଗିରଫ କରିବା ମହଲତ ପରେ ଅବରୋଧ ହଟିଲା। ଘଟଣା ସ୍ଥଳରେ ସାଇଂଣ୍ଟିଫିକ ଟିମ୍ ର ତଦନ୍ତ ଜାରି ରହିଛି।
Jeypore, Koraput | Aug 21, 2026
କୋରାପୁଟ ଜିଲ୍ଲା ନନ୍ଦପୁର ସୁବୁଲାର ବ୍ରିଜ୍ ଖାତକୁ ଖସିଲା କାର। ନିର୍ମାଣ ସ୍ଥଳରେ ଢିଲା ସୁରକ୍ଷା ବ୍ୟବସ୍ଥା ପୂର୍ତ୍ତ ବିଭାଗର ଖାମ ଖିଆଲି ନୀତି। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ଜୟପୁର-ବିଶାଖାପାଟଣା ସଂଯୋଗୀ ରାଜ୍ୟ ରାଜପଥର ସୁବୁଲାର ନିକଟରେ ପୂର୍ତ୍ତ ବିଭାଗ (ଆରଆଣ୍ଡବି) ତରଫରୁ ନିର୍ମାଣ କରାଯାଉଥିବା ପୋଲ ନିର୍ମାଣ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବାରୁ ବାରମ୍ବାର ଦୁର୍ଘଟଣାର କାରଣ ସାଜୁଛି। ଦୁଇ ପାର୍ଶ୍ୱରେ ନିର୍ମାଣ ସମ୍ପର୍କିତ ଓ ଡାଇଭର୍ସନ ଥିବା ସୂଚନା ଫଳକ ନାହିଁ। ସୁରକ୍ଷା ସୂଚକ ନାଲି ଫିତା ଓ ହମ୍ପସ ନିର୍ମାଣ ହୋଇନି। ନିର୍ମାଣ ସ୍ଥଳ ଆଲୋକୀ କରଣ ନିମନ୍ତେ କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ରାତ୍ରିରେ ନିର୍ମାଣ ସମ୍ପର୍କରେ ଜାଣି ନପାରି ଗାଡ଼ି ମୋଟର ଖୋଳା ଯାଇଥିବା ଖାତ ଭିତରକୁ ଖସି ପଡୁଛନ୍ତି। ଯଦ୍ୱାରା ଧନ ଜୀବନ ନଷ୍ଟ ହେଉଛି।
Jeypore, Koraput | Aug 21, 2026
ବିତିଗଲାଣି ୯ ବର୍ଷ କିନ୍ତୁ, ହୋଇପାରୁନି ଛାତ୍ର ସଂସଦ ନିର୍ବାଚନ ! || CAMPUS ELECTION || ODISHA || BJP || #odianews #OdishaPolitics #OdiaEntertainment #dinaratitv #currentaffairs #odianews #dinaratitv #currentaffairs #odianews #latestnews #news #odishaupdates
Jeypore, Koraput | Aug 21, 2026
ସୋଲାର ଇଣ୍ଡଷ୍ଟ୍ରିପାଇଁ ଯେକୌଣସି ମାଟିରିଆଲ କିମ୍ବା ଡିଷ୍ଟିବୁଟ ର ପାଇଁ କେବଳ ଶ୍ରୀ ସୋଲାର ସହ ଯୋଗାଯୋଗ କରନ୍ତୁ. #odianews #OdishaPolitics #OdiaEntertainment #dinaratitv #currentaffairs #odianews #dinaratitv #currentaffairs #odianews #latestnews #news #odishaupdates
Jeypore, Koraput | Aug 21, 2026
କୋରାପୁଟ ଜିଲ୍ଲା ନନ୍ଦପୁର ଛେଳିଆମୁଣ୍ଡାରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ନିର୍ମାଣ ଦାବି ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଅଭିଯୋଗ କଲେ ଅଞ୍ଚଳବାସୀ
Jeypore, Koraput | Aug 21, 2026