ପରଜଙ୍ଗ: ହିନ୍ଦୋଳରେ ହାତୀପଲଙ୍କ ଆତଙ୍କ: ଗଣ୍ଠିଗାଡ଼ିଆ ଓ ବାଦୀବାହାଳ ମୁହାଁ ହାତୀ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ଡେଙ୍ଗୁବୁରୀ ଅଞ୍ଚଳରେ ହାତୀପଲଙ୍କ ଚଳପ୍ରଚଳ ଦେଖିବାକୁ ମିଳିଛି। ହାତୀପଲ ମିଟିକାପଶି ଦେଇ ଗଣ୍ଠିଗାଡ଼ିଆ ଓ ବାଦୀବାହାଳ ଗାଁ ଆଡ଼କୁ ଯାଉଛନ୍ତି। ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ।