Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
भाजपा
Congress
Modi
Delhi
Viral
Jharkhand
Up
Rajasthan
Bollywood
Patna
Breakingnews
Narendramodi
Nitishkumar
Madhya_pradesh
Cm
Pmmodi
Rahulgandhi
यूपी
कानपुर
Uttarpradesh

#ସକାଳର_ବଡ଼_ଖବର Sakala Bulletin | 18 May 2026 | Morning Headline | ସକାଳର ବଡ଼ ଖବର | Odia News |Pabitra News Odisha #lata...

MORE NEWS

#ପୁଣିଥରେ_ମାତିଲା_ମହାବଳ
#ଦୁଇ_ବଳଦ_କୁ_ଘର_ପାଖରୁ_ଟାଣି_ନେଇ_ମାରି_ଖାଇଲା 
#ଗାଁ_ରେ_ପଡ଼ିଲାଣି_ତାଟି_କବାଟ 
ଗତ କିଛି ଦିନ ହେଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ବନାଞ୍ଚଳ ରେ ଆତଙ୍କ ଖେଳାଇଛି ବାଘ, ଅଳ୍ପ କିଛି ଦିନ ବ୍ୟବଧାନର ପରେ  ପୁଣି ଆଜି ସକାଳୁ ସକାଳୁ ଶିମିଳିପାଳ ପାଦ ଦେଶ ର ଯଶିପୁର ବ୍ଲକ ଧଳାବଣି ପଞ୍ଚାୟତ ଟମକଶିଳା ଗାଁ ର ସାନ ମାଝୀ ଙ୍କ ଦୁଇ ବଳଦ କୁ ଘର ପାଖରୁ ଟାଣି ନେଇ ମାରି ଖାଇଲା ବାଘ,ବାଘ ଆତଙ୍କ କୁ ନେଇ ବର୍ତମାନ ଟମକଶିଳା ଗ୍ରାମ ରେ ଭୟର ବାତାବରଣ, ଲୋକେ ଭୟଭୀତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି।
#latastnews #breakingnews #odishanews #pabitranewsodisha #Similipal #mayurbhanj

#ପୁଣିଥରେ_ମାତିଲା_ମହାବଳ #ଦୁଇ_ବଳଦ_କୁ_ଘର_ପାଖରୁ_ଟାଣି_ନେଇ_ମାରି_ଖାଇଲା #ଗାଁ_ରେ_ପଡ଼ିଲାଣି_ତାଟି_କବାଟ ଗତ କିଛି ଦିନ ହେଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ବନାଞ୍ଚଳ ରେ ଆତଙ୍କ ଖେଳାଇଛି ବାଘ, ଅଳ୍ପ କିଛି ଦିନ ବ୍ୟବଧାନର ପରେ ପୁଣି ଆଜି ସକାଳୁ ସକାଳୁ ଶିମିଳିପାଳ ପାଦ ଦେଶ ର ଯଶିପୁର ବ୍ଲକ ଧଳାବଣି ପଞ୍ଚାୟତ ଟମକଶିଳା ଗାଁ ର ସାନ ମାଝୀ ଙ୍କ ଦୁଇ ବଳଦ କୁ ଘର ପାଖରୁ ଟାଣି ନେଇ ମାରି ଖାଇଲା ବାଘ,ବାଘ ଆତଙ୍କ କୁ ନେଇ ବର୍ତମାନ ଟମକଶିଳା ଗ୍ରାମ ରେ ଭୟର ବାତାବରଣ, ଲୋକେ ଭୟଭୀତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। #latastnews #breakingnews #odishanews #pabitranewsodisha #Similipal #mayurbhanj

Kendujhar Town, Kendujhar | Jun 17, 2026

#ଆନନ୍ଦପୁରକୁ_ଫେରିଲା_ନରହନ୍ତା_ଦନ୍ତା 
ପୁଣି  ଆନନ୍ଦପୁର ସହରକୁ ଫେରିଲା ନରହନ୍ତା ଦନ୍ତା ।  ଆଜି ସକାଳେ ଆନନ୍ଦପୁର ପୌରାଞ୍ଚଳ ଫକିରପୁର ଆମ୍ବତୋଟାରେ ଏକ ଦନ୍ତାହାତୀ ଦେଖି ଲୋକେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ । 
#latastnewsupdate #pabitranewsodisha #elephant #anandpur #keonjhar

#ଆନନ୍ଦପୁରକୁ_ଫେରିଲା_ନରହନ୍ତା_ଦନ୍ତା ପୁଣି ଆନନ୍ଦପୁର ସହରକୁ ଫେରିଲା ନରହନ୍ତା ଦନ୍ତା । ଆଜି ସକାଳେ ଆନନ୍ଦପୁର ପୌରାଞ୍ଚଳ ଫକିରପୁର ଆମ୍ବତୋଟାରେ ଏକ ଦନ୍ତାହାତୀ ଦେଖି ଲୋକେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ । #latastnewsupdate #pabitranewsodisha #elephant #anandpur #keonjhar

Kendujhar Town, Kendujhar | Jun 17, 2026

#ସୁନା_ହାର_ସହିତ_ନଗଦ_ଟଙ୍କା_ଲୁଟିନେଇ_ପଳାଇଥିବା_ଚୋର_କୁ_ଧରିଲା_ପୋଲିସ 
ସୁନାହାର ସହିତ ନଗଦ ଟଙ୍କା ଚୋରି କରି ପଳାଇଥିବା ଚୋର କୁ ପଶ୍ଚିମବଙ୍ଗର ହାଓଡ଼ା ଜିଲ୍ଲାରୁ ଚୋରକୁ ଧରିଲା କରଞ୍ଜିଆ ପୋଲିସ,ଚୋରି ହାର ଉଦ୍ଧାର |
#latastnewsupdate #BreakingNews #Mayurbhanj #Karanjia #pabitranewsodisha

#ସୁନା_ହାର_ସହିତ_ନଗଦ_ଟଙ୍କା_ଲୁଟିନେଇ_ପଳାଇଥିବା_ଚୋର_କୁ_ଧରିଲା_ପୋଲିସ ସୁନାହାର ସହିତ ନଗଦ ଟଙ୍କା ଚୋରି କରି ପଳାଇଥିବା ଚୋର କୁ ପଶ୍ଚିମବଙ୍ଗର ହାଓଡ଼ା ଜିଲ୍ଲାରୁ ଚୋରକୁ ଧରିଲା କରଞ୍ଜିଆ ପୋଲିସ,ଚୋରି ହାର ଉଦ୍ଧାର | #latastnewsupdate #BreakingNews #Mayurbhanj #Karanjia #pabitranewsodisha

Kendujhar Town, Kendujhar | Jun 17, 2026