#ଭାରସାମ୍ୟ_ହରାଇ_ଗଛକୁ_ଧକ୍କା_ଦେଲା_କାର
କେନ୍ଦୁଝର ରୁ ପାଟଣା ଅଭିମୁଖେ ଯାଉଥିବା ଏକ ଘରୋଇ କାର ଶ୍ୟାମସୁନ୍ଦରପୁତ୍ର ନିକଟରରେ ଭାରସାମ୍ୟ ହରାଇ ଏକ ଗଛ କୁ ଧକ୍କା ଦେଇଥିବା ସୂଚନା | ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ |
#latastnewsupdate #pabitranews #BreakingNews #Keonjhar #pabitranewsodishalive
Kendujhar Town, Kendujhar | Jun 24, 2026