Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
No video available

ମହାକାଳପଡା: ରାଇଗଡା ଗ୍ରାମରେ ଅନୁଷ୍ଠିତ ଅଷ୍ଟମ ପ୍ରହରୀ ନାମଯଜ୍ଞରେ ଯୋଗଦେଲେ ମନ୍ତ୍ରୀ

ମହାକାଳପଡା ନିର୍ବାଚନ ମଣ୍ଡଳୀର ମହାକାଳପଡା ପଞ୍ଚାୟତର ରାଇଗଡା ଗ୍ରାମରେ ଅନୁଷ୍ଠିତ ଅଷ୍ଟମ ପ୍ରହରୀ ନାମଯଜ୍ଞରେ ଆଜି ସନ୍ଧ୍ୟା ୬.୪୫ମିନିଟ ସମୟରେ ଯୋଗଦେଇଛନ୍ତି ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ। ଏବଂ ଗ୍ରାମର କେଉଁ ଲୋକମାନଙ୍କ ର ପାନୀୟ ଜଳର ସମସ୍ୟା, ରାସ୍ତାର ସମସ୍ୟା ଏବଂ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବା ସୂଚନା।

MORE NEWS

ମହାକାଳପଡା: ରାଇଗଡା ଗ୍ରାମରେ ଅନୁଷ୍ଠିତ ଅଷ୍ଟମ ପ୍ରହରୀ ନାମଯଜ୍ଞରେ ଯୋଗଦେଲେ ମନ୍ତ୍ରୀ - Mahakalapada News