Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Bjp
National
Police
Bihar
कांग्रेस
बीजेपी
Congress
Modi
Delhi
Viral
Crime
Bollywood
Breakingnews
गिरफ्तार
Narendramodi
Madhya_pradesh
उत्तरप्रदेश
Nsui
Pmmodi
Rahulgandhi
Uttarpradesh
Haryana
Jdu
Sambalpur
Jabalpur
Crimenews
Sitapur
Firozabad
subashdas8917614178
#ଛାତ୍ର_ସଂସଦ_ନିର୍ବାଚନ_କୁ_ନେଇ_ସରଗରମ_କଲେଜ_ପରିସର । ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ର ନାମାଙ୍କନ ପତ୍ର ଦାଖଲ କଲେ ୩ ଦଳର ପ୍ରାର୍ଥୀ । #college #elections #CollegeUnionElection #StudentElections #BASTA #balasore
Singla, Balasore
| Oct 10, 2026
#ଛାତ୍ର_ସଂସଦ_ନିର୍ବାଚନ_କୁ_ନେଇ_ସରଗରମ_କଲେଜ_ପରିସର
#college
#elections
#collegeunionelection
#studentelections
#basta
#balasore
MORE NEWS
ବସ୍ତାରେ ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ଅବସରପ୍ରାପ୍ତ ସେନା ଅଧିକାରୀ ଅଜୟ ଜେନାଙ୍କ ସମେତ ବହୁ କର୍ମୀ
Singla, Balasore | Oct 11, 2026
#ସୁବର୍ଣ୍ଣରେଖା_ନଦୀର_ଗଭୀର_ପାଣି_ଭିତରେ_ଚାଲିଛି_ବାଲି_ମାଫିଆ #ମାନଙ୍କ_ଚୋରା_ବାଲି_ମେଳା Bharat News odia
Singla, Balasore | Oct 11, 2026
ବସ୍ତା ବ୍ଲକ କୁଳିଦାଠାରେ ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହେଲା ଜନସମ୍ପର୍କ ପଦଯାତ୍ରା। ଏଥିରେ ବସ୍ତା ବ୍ଲକର ୧୪ଟି ପଞ୍ଚାୟତର ବିଜେଡି କର୍ମୀ ସାମିଲ ହେଇଥିଲେ |
Singla, Balasore | Oct 10, 2026
#ଦାଣ୍ଡିଆର_ତାଳେ_ତାଳେ_ଝୁମିବେ_ରାଜଧାନୀବାସୀ #Bhubaneswar #Bharat_News_odia
Singla, Balasore | Oct 10, 2026
#ଦନ୍ତା_ହାତୀ_ଆକ୍ରମଣରେ_ଯୁବକ_ମୃତ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ହାତୁରା ପଞ୍ଚାୟତ ତଥା ହିନ୍ଦୋଳ ଫରେଷ୍ଟ ସେକ୍ସନ ର କର୍ଣପୁର ଫରେଷ୍ଟ ବିଟ ଅଧୀନରେ ଥିବା ଜୟପଙ୍ଗା ଗ୍ରାମର ସପ୍ନେଶ୍ଵର ବିଶ୍ବାଳ ମୃତ୍ୟୁ |
Singla, Balasore | Oct 10, 2026
#ଲଙ୍ଗଳେଶ୍ଵର_ଅଞ୍ଚଳରୁ_cbt_cat_ଉଦ୍ଧାର #facebookpost #hilightsシ #vairalvideo #Langaleswar #cbtcat
Singla, Balasore | Oct 10, 2026
ଜଳେଶ୍ୱର ପୋଲିସକୁ ବଡ଼ ସଫଳତା। ବ୍ରାଉନ ସୁଗାର ଚାଲାଣ ବେଳେ ଜଣେ ମହିଳାଙ୍କୁ ଗିରଫ କରିବା ସହ ୨୭୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ।ଗିରଫ ମହିଳା ଜଣକ ହେଲେ ରାଜପୁର ଅଞ୍ଚଳର ଜବଦା ବିବି। ସୂଚନା ଅନୁଯାୟୀ, ଆଜି ସକାଳେ ଜବଦା ବିବି ବ୍ରାଉନ ସୁଗାର ନେଇ ଯାଉଥିବା ନେଇ ଜଳେଶ୍ୱର ପୋଲିସ ଖବର ପାଇଥିଲା। ଖବର ପାଇ ବାଘାବାଳି ନିକଟରେ ଚଢ଼ାଉ କରିଥିଲା ପୋଲିସ। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।ଏନେଇ ୫୯୮/୨୬ ନମ୍ବରରେ ମାମଲା ରୁଜୁ କରି ଜବଦା ବିବିଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। #spbalasore #OdishaPolice #jalasore
Singla, Balasore | Oct 8, 2026
କଂଗ୍ରେସ ସମେତ ଆଠଟି ରାଜନୈତିକ ଦଳ ତଥା ଇଣ୍ଡି ମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା
Singla, Balasore | Oct 8, 2026