#ଲାଞ୍ଚ_ନେଇ_ଆବାସ_ଘର_ବଣ୍ଟନ_ଅଭିଯୋଗରେ_ଚାକିରିରୁ_ବହିଷ୍କୃତ #ହେଲେ_ଅଧିକାରୀ!
ଜଳେଶ୍ୱର ପୌର ପରିଷଦର ସିଏଲଟିସି ଅଧିକାରୀ ହିତେଶ ପ୍ରଧାନଙ୍କ ଉପରେ ଆବାସ ଯୋଜନାରେ ଅନିୟମିତତା ଓ ଲାଞ୍ଚ ନେଇ ଅଯୋଗ୍ୟଙ୍କୁ ଯୋଗ୍ୟ ଦର୍ଶାଇ ଘର ଦେବା ଅଭିଯୋଗ। ଘଟଣାର ତଦନ୍ତ ପରେ ବିଭାଗ ପକ୍ଷରୁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି।
ଏହି ଘଟଣାର ପର୍ଦ୍ଦାଫାସ କରିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ତେବେ କାହା ଚାପରେ ଚାଲିଥିଲା ଏହି ଅନିୟମିତତା? ପୌରାଧ୍ୟକ୍ଷଙ୍କ ସମ୍ପୃକ୍ତି ନେଇ ଉଠିଥିବା ଚର୍ଚ୍ଚାକୁ ପୌରାଧ୍ୟକ୍ଷ ଖଣ୍ଡନ କରିଛନ୍ତି।
#ଆବାସ_ଯୋଜନାରେ_ଏଭଳି_ଅନିୟମିତତା_ପାଇଁ_ଦାୟୀ_କିଏ
#BreakingNews #Jaleswar #Baleswar #AwasYojana #Corruption #OdishaNews #bharatnewsodia
Singla, Balasore | Nov 22, 2026