Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
No video available

ପଟ୍ଟାମୁଣ୍ଡାଇ: ତେଣ୍ଡାକୁଡା ନୟନପୁର ପୋଲ ନିକଟରେ ଜଣେ ବୟସ୍କ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର, ଅଜଣା ଗାଡି ଧକ୍କା ଦେଇଥିବା ଅନୁମାନ

ଅଜଣା ଗାଡି ଧକ୍କାରେ ମୃତ୍ୟୁ ସନ୍ଦେହ ଆଜି ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଞ୍ଚାୟତ ନୟନପୁର ପୋଲ ନିକଟରେ ନେମାଳ ଥାନା ଅଧୂନ ନାହାଳପୁର ଗ୍ରାମର ପୁରସ୍ତମ ମଳିକ ନାମକ ଜନୈକ ୬୦ ବର୍ଷୀୟ ବ୍ୟକ୍ତି ଦିବା ସାଢେ ୩ ଘଟିକା ସମୟରେ ମରି ପଡିଥିବାର ଦେଖିବାକୁ ମିଳିଥିଲା।ମୃତ ପୁରସ୍ତମ ଜଣେ ବ୍ୟବସାୟୀ ହୋଇଥିବା ବେଳେ ଅଜଣା ଗାଡି ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିବା ଶୁଣିବାକୁ ମିଳୁଛି।ଖବର ପାଇ କୁଦାନଗରୀ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ରହିଛି

MORE NEWS