Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi

ପଟ୍ଟାମୁଣ୍ଡାଇ: ଜମି ବିବାଦ ନେଇ ମେହେନ୍ଦୀ ନଗର ପଞ୍ଚାୟତର ଏଲ ଶଦାଇ ଇଣ୍ଡେନ ଗ୍ରାମୀଣ ବିତରକ କେନ୍ଦ୍ରରେ ତାଲା ପକାଇଲେ ଜମି ମାଲିକ

ମାର୍ଶାଘାଇ ବ୍ଲକ ରେ ଥିବା ମେହେନ୍ଦି ନଗର ପଞ୍ଚାୟତ ଅନ୍ତର୍ଗତ ଏଲ. ଶଦାଇ ଇଣ୍ଡେନ ଗ୍ରାମୀଣ ବିତରକ କେନ୍ଦ୍ର ଜମି ମାମଲାକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି। ଜମି ମାଲିକ ଆଜି ସକାଳ ୭ଟାଠାରୁ କେନ୍ଦ୍ରରେ ତାଲା ପକାଇ ଧାରଣା ରେ ବସିଛନ୍ତି ।ଜଣାଯାଉଛି ଯେ, ବିତରକ କେନ୍ଦ୍ର ଚାଲାଉଥିବା ଚୁକ୍ତି କରିଥିବା ବ୍ୟକ୍ତିଙ୍କୁ ଘଟଣାସ୍ଥଳରେ ଦେଖିବାକୁ ମିଳୁନାହିଁ। ଜମି ମାଲିକଙ୍କ ଦାବି, ସେମାନେ ବାରମ୍ବାର ଫୋନ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳୁନାହିଁ। ଏହି ଅବସ୍ଥାରେ ସେମାନେ ବିକଳ୍ପ ନାପାଇ ଧାରଣା ନେବାକୁ ବାଧ୍ୟ ହୋଇଛନ୍ତି ।

MORE NEWS

ପଟ୍ଟାମୁଣ୍ଡାଇ: ଜମି ବିବାଦ ନେଇ ମେହେନ୍ଦୀ ନଗର ପଞ୍ଚାୟତର ଏଲ ଶଦାଇ ଇଣ୍ଡେନ ଗ୍ରାମୀଣ ବିତରକ କେନ୍ଦ୍ରରେ ତାଲା ପକାଇଲେ ଜମି ମାଲିକ - Pattamundai News