👉 ୪୧ କେଜି ୮୬୦ ଗ୍ରାମ #ଗଞ୍ଜେଇ_ଜବତ, ୨ ଗିରଫ
ପଦ୍ମପୁର ପୋଲିସର ବଡ଼ ସଫଳତା। ଫଟାମୁଣ୍ଡା ଗାଁର ଏକ ଘରେ ଚଢ଼ାଉ କରି ୪୧ କେଜି ୮୬୦ ଗ୍ରାମ ବେଆଇନ ଗଞ୍ଜେଇ ଜବତ କରିଛି ପଦ୍ମପୁର ପୋଲିସ। ଘଟଣାରେ ରବୀନ୍ଦ୍ର ଡୁଡୁକା (୪୫), ରେଶମ ଲରିଆ (୨୧) ଓ ଗିରଫ କରିଛି ପୋଲିସ।
ଗୋଟିଏ ବାଇକ୍ ଓ ଗୋଟିଏ ମୋବାଇଲ୍ ମଧ୍ୟ ଜବତ କରିଛି ପୋଲିସ । ଗିରଫ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସଂମ୍ପୃକ୍ତ ଥିବା ଶତ୍ରୁଘନ ଲରିଆ (୫୦) ସଂମ୍ପୃକ୍ତି ନେଇ ତଦନ୍ତ ଜାରି ରହିଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର ସୂଚନା ଦେଇଛନ୍ତି ।
#nonfollowersシ゚ #padampur #bargarh #trendingpost
Bargarh, Bargarh (Baragarh) | Aug 21, 2026