Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ଓଡ଼ିଶା ଭିତରକୁ ପଶି ଆଶିଲେ ଆନ୍ଧ୍ର ହାତୀପଲ ! ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ନେରେଡିୱାଲେଶା ଅଂଚଳରୁ ଏହି ଭିଡିଓଟି ଆସିଛି। ଏହି ଭିଡ଼ିଓ ସଂପର୍କରେ ବନ ବିଭାଗ ପକ୍ଷରୁ କୌଣସି ସୁଚନା କିମ୍ବା ପ୍ରତିକ୍ରୀୟା ମିଳିପାରିନି।

Koraput Town, Koraput | Jun 13, 2026

MORE NEWS

କୋରାପୁଟରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ @amoodishalive #news #koraput #Mukhyamantri #annapurna #YOJNA #highlightseveryone #nonfollowersviewers

କୋରାପୁଟରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ @amoodishalive #news #koraput #Mukhyamantri #annapurna #YOJNA #highlightseveryone #nonfollowersviewers

Koraput Town, Koraput | Jun 13, 2026

#borigumma
ବୋରିଗୁମ୍ମା-ଚଳିତ ରବି ଋତୁ ରେ ବଢୁଛି ଚାଷୀ ଅଶାନ୍ତି।ମଣ୍ଡି ରେ ଧାନ ଉଠିବା ବିଲମ୍ଭ ନେଇ କେତେ ବେଳେ ରାସ୍ତା ଅବରୋଧ ତ ଆଉ କେତେ ବେଳେ ଲେମ୍ପସ ରେ ତାଲା ମାରି ନିଜର ଦାବି ଜଣାଉଛି ଚାଷୀ।ଏସବୁ ସ୍ଵତ୍ତ୍ୱେ ମଧ୍ୟ ଧାନ କିଣା ସ୍ୱାଭାବିକ ହୋଇ ପାରୁନି କାହିଁକି? ଗତ ସପ୍ତାହ ରେ ତାରାଭଟ୍ଟା ଠାରେ ରାସ୍ତା ଅବରୋଧ କରି ଥିଲେ ଚାଷୀ,ଆଉ ଆଜି କାମତା ଲେମ୍ପ କୁ ତାଲା ପକାଇ ଧାରଣା ଦେଲେ ଚାଷୀ।

#borigumma ବୋରିଗୁମ୍ମା-ଚଳିତ ରବି ଋତୁ ରେ ବଢୁଛି ଚାଷୀ ଅଶାନ୍ତି।ମଣ୍ଡି ରେ ଧାନ ଉଠିବା ବିଲମ୍ଭ ନେଇ କେତେ ବେଳେ ରାସ୍ତା ଅବରୋଧ ତ ଆଉ କେତେ ବେଳେ ଲେମ୍ପସ ରେ ତାଲା ମାରି ନିଜର ଦାବି ଜଣାଉଛି ଚାଷୀ।ଏସବୁ ସ୍ଵତ୍ତ୍ୱେ ମଧ୍ୟ ଧାନ କିଣା ସ୍ୱାଭାବିକ ହୋଇ ପାରୁନି କାହିଁକି? ଗତ ସପ୍ତାହ ରେ ତାରାଭଟ୍ଟା ଠାରେ ରାସ୍ତା ଅବରୋଧ କରି ଥିଲେ ଚାଷୀ,ଆଉ ଆଜି କାମତା ଲେମ୍ପ କୁ ତାଲା ପକାଇ ଧାରଣା ଦେଲେ ଚାଷୀ।

Koraput Town, Koraput | Jun 13, 2026

#borigumma
ବୋରିଗୁମ୍ମା-ଚଳିତ ରବି ଋତୁ ରେ ବଢୁଛି ଚାଷୀ ଅଶାନ୍ତି।ମଣ୍ଡି ରେ ଧାନ ଉଠିବା ବିଲମ୍ଭ ନେଇ କେତେ ବେଳେ ରାସ୍ତା ଅବରୋଧ ତ ଆଉ କେତେ ବେଳେ ଲେମ୍ପସ ରେ ତାଲା ମାରି ନିଜର ଦାବି ଜଣାଉଛି ଚାଷୀ।ଏସବୁ ସ୍ଵତ୍ତ୍ୱେ ମଧ୍ୟ ଧାନ କିଣା ସ୍ୱାଭାବିକ ହୋଇ ପାରୁନି କାହିଁକି? ଗତ ସପ୍ତାହ ରେ ତାରାଭଟ୍ଟା ଠାରେ ରାସ୍ତା ଅବରୋଧ କରି ଥିଲେ ଚାଷୀ,ଆଉ ଆଜି କାମତା ଲେମ୍ପ କୁ ତାଲା ପକାଇ ଧାରଣା ଦେଲେ ଚାଷୀ ଆନ୍ଦୋଳନ ରେ ସାମିଲ ହେଲେ ଜିଲାପରିଷଦ ସଭ୍ୟ ପିଙ୍କୁ ଶତପଥୀ।

#borigumma ବୋରିଗୁମ୍ମା-ଚଳିତ ରବି ଋତୁ ରେ ବଢୁଛି ଚାଷୀ ଅଶାନ୍ତି।ମଣ୍ଡି ରେ ଧାନ ଉଠିବା ବିଲମ୍ଭ ନେଇ କେତେ ବେଳେ ରାସ୍ତା ଅବରୋଧ ତ ଆଉ କେତେ ବେଳେ ଲେମ୍ପସ ରେ ତାଲା ମାରି ନିଜର ଦାବି ଜଣାଉଛି ଚାଷୀ।ଏସବୁ ସ୍ଵତ୍ତ୍ୱେ ମଧ୍ୟ ଧାନ କିଣା ସ୍ୱାଭାବିକ ହୋଇ ପାରୁନି କାହିଁକି? ଗତ ସପ୍ତାହ ରେ ତାରାଭଟ୍ଟା ଠାରେ ରାସ୍ତା ଅବରୋଧ କରି ଥିଲେ ଚାଷୀ,ଆଉ ଆଜି କାମତା ଲେମ୍ପ କୁ ତାଲା ପକାଇ ଧାରଣା ଦେଲେ ଚାଷୀ ଆନ୍ଦୋଳନ ରେ ସାମିଲ ହେଲେ ଜିଲାପରିଷଦ ସଭ୍ୟ ପିଙ୍କୁ ଶତପଥୀ।

Koraput Town, Koraput | Jun 13, 2026