#borigumma
ବୋରିଗୁମ୍ମା-ଚଳିତ ରବି ଋତୁ ରେ ବଢୁଛି ଚାଷୀ ଅଶାନ୍ତି।ମଣ୍ଡି ରେ ଧାନ ଉଠିବା ବିଲମ୍ଭ ନେଇ କେତେ ବେଳେ ରାସ୍ତା ଅବରୋଧ ତ ଆଉ କେତେ ବେଳେ ଲେମ୍ପସ ରେ ତାଲା ମାରି ନିଜର ଦାବି ଜଣାଉଛି ଚାଷୀ।ଏସବୁ ସ୍ଵତ୍ତ୍ୱେ ମଧ୍ୟ ଧାନ କିଣା ସ୍ୱାଭାବିକ ହୋଇ ପାରୁନି କାହିଁକି? ଗତ ସପ୍ତାହ ରେ ତାରାଭଟ୍ଟା ଠାରେ ରାସ୍ତା ଅବରୋଧ କରି ଥିଲେ ଚାଷୀ,ଆଉ ଆଜି କାମତା ଲେମ୍ପ କୁ ତାଲା ପକାଇ ଧାରଣା ଦେଲେ ଚାଷୀ।