Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

କୋରାପୁଟରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ @amoodishalive #news #koraput #Mukhyamantri #annapurna #YOJNA #highlightseveryone #nonfollowersviewers

Koraput Town, Koraput | Jun 13, 2026

MORE NEWS

ଅନ୍ନପୂର୍ଣ୍ଣା ଯୋଜନା କାର୍ଯ୍ୟକ୍ରମ ବିଷୟରେ ମନ୍ତବ୍ୟ ରଖିଲେ: ତାରା Amo Odisha Live #NewsUpdate #koraput #news #annapurna #YOJNA #mlajeypore #highlightseveryone #nonfollowersviewers

ଅନ୍ନପୂର୍ଣ୍ଣା ଯୋଜନା କାର୍ଯ୍ୟକ୍ରମ ବିଷୟରେ ମନ୍ତବ୍ୟ ରଖିଲେ: ତାରା Amo Odisha Live #NewsUpdate #koraput #news #annapurna #YOJNA #mlajeypore #highlightseveryone #nonfollowersviewers

Koraput Town, Koraput | Jun 13, 2026

#ଦୁଇ_ବର୍ଷରେ_ବଦଳିଛି_କୋରାପୁଟର_ଚିତ୍ର

ଗତ ଦୁଇ ବର୍ଷ ମଧ୍ୟରେ କୋରାପୁଟ ଜିଲ୍ଲାରେ ବିକାଶର ଗତି ଦୁଇଗୁଣ ବୃଦ୍ଧି ପାଇଥିବା କଥା କହିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଗମନାଗମନ, ପର୍ଯ୍ୟଟନ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ବ୍ୟାପକ ବିକାଶ ପାଇଁ ସରକାର କାର୍ଯ୍ୟ କରୁଥିବା ସେ କହିଛନ୍ତି।

"ବିକଶିତ ଭାରତ, ବିକଶିତ କୋରାପୁଟ" ଗଠନରେ କୋରାପୁଟର ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।

ଆପଣଙ୍କ ମତରେ ଗତ ଦୁଇ ବର୍ଷରେ କୋରାପୁଟରେ ସବୁଠାରୁ ଅଧିକ ବିକାଶ କେଉଁ କ୍ଷେତ୍ରରେ ହୋଇଛି? କମେଣ୍ଟ କରି ଜଣାନ୍ତୁ।

#Koraput #KoraputDevelopment #GokulanandaMallik #DevelopedKoraput #ViksitBharat #OdishaDevelopment #KoraputNews #OdishaNews #Development #PublicOpinion

#ଦୁଇ_ବର୍ଷରେ_ବଦଳିଛି_କୋରାପୁଟର_ଚିତ୍ର ଗତ ଦୁଇ ବର୍ଷ ମଧ୍ୟରେ କୋରାପୁଟ ଜିଲ୍ଲାରେ ବିକାଶର ଗତି ଦୁଇଗୁଣ ବୃଦ୍ଧି ପାଇଥିବା କଥା କହିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଗମନାଗମନ, ପର୍ଯ୍ୟଟନ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ବ୍ୟାପକ ବିକାଶ ପାଇଁ ସରକାର କାର୍ଯ୍ୟ କରୁଥିବା ସେ କହିଛନ୍ତି। "ବିକଶିତ ଭାରତ, ବିକଶିତ କୋରାପୁଟ" ଗଠନରେ କୋରାପୁଟର ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି। ଆପଣଙ୍କ ମତରେ ଗତ ଦୁଇ ବର୍ଷରେ କୋରାପୁଟରେ ସବୁଠାରୁ ଅଧିକ ବିକାଶ କେଉଁ କ୍ଷେତ୍ରରେ ହୋଇଛି? କମେଣ୍ଟ କରି ଜଣାନ୍ତୁ। #Koraput #KoraputDevelopment #GokulanandaMallik #DevelopedKoraput #ViksitBharat #OdishaDevelopment #KoraputNews #OdishaNews #Development #PublicOpinion

Koraput Town, Koraput | Jun 13, 2026

ଓଡ଼ିଶା ଭିତରକୁ ପଶି ଆଶିଲେ ଆନ୍ଧ୍ର ହାତୀପଲ ! ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ନେରେଡିୱାଲେଶା ଅଂଚଳରୁ ଏହି ଭିଡିଓଟି ଆସିଛି। ଏହି ଭିଡ଼ିଓ ସଂପର୍କରେ ବନ ବିଭାଗ ପକ୍ଷରୁ କୌଣସି ସୁଚନା କିମ୍ବା ପ୍ରତିକ୍ରୀୟା ମିଳିପାରିନି।

ଓଡ଼ିଶା ଭିତରକୁ ପଶି ଆଶିଲେ ଆନ୍ଧ୍ର ହାତୀପଲ ! ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ନେରେଡିୱାଲେଶା ଅଂଚଳରୁ ଏହି ଭିଡିଓଟି ଆସିଛି। ଏହି ଭିଡ଼ିଓ ସଂପର୍କରେ ବନ ବିଭାଗ ପକ୍ଷରୁ କୌଣସି ସୁଚନା କିମ୍ବା ପ୍ରତିକ୍ରୀୟା ମିଳିପାରିନି।

Koraput Town, Koraput | Jun 13, 2026