ମାଲକାନଗିରି: ମାଲକାନଗିରି ବିଧାୟକଙ୍କ ବାସଭବନରେ କାଲଦାପାଲ୍ଲୀ ଗାଁର ଅନେକ ବିଜେଡ଼ି ଏବଂ କଂଗ୍ରେସ କର୍ମୀ ଦଳ ଛାଡି ବିଜେପିରେ ସାମିଲ
ମାଲକାନଗିରି ଜିଲ୍ଲା ସଦରରେ ଥିବା ବିଧାୟକଙ୍କ ବାସଭବନରେ କାଲଦାପାଲ୍ଲୀ ଗ୍ରାମ ପଞ୍ଚାୟତର କାଲଦାପଲ୍ଲୀ ଗାଁରୁ ବହୁ ସଂଖ୍ୟାରେ ବିଜେଡ଼ି ଏବଂ କଂଗ୍ରେସ ଛାଡ଼ି ଭାରତୀୟ ଜନତା ପାର୍ଟି ତଥା ବିଜେପି ରେ ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ମାଡ଼କାମିଙ୍କ ଉପସ୍ଥିତରେ ଯୋଗଦାନ କରିଛନ୍ତି। ସେମାନଙ୍କୁ ବିଜେପିର ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି ବିଧାୟକ।